ରିପୋର୍ଟ କାର୍ଡ / ରାୟଗଡା
ରାୟଗଡ଼ା ସହରର କପିଳାସ ରୋଡ଼ ସ୍ଥିତ ଏକ ଗ୍ରୋସରୀ ହୋଲସେଲ୍ ଦୋକାନରୁ ଏହି ଲୁଟ୍ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଖବର ଅନୁଯାୟୀ, ବିଳମ୍ବିତ ରାତିରେ କିଛି ଲୁଟେରା ଦୋକାନର ସଟର ଭାଙ୍ଗି ୪ଲକ୍ଷ ଟଙ୍କା ଚୋରି କରିଥିବା ଅଭିଯୋଗ ହୋଇଛି । ପୋଲିସରେ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳର ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି । ୨ଜଣ ଲୁଟେରା ବିଳମ୍ବିତ ରାତିରେ ଚୋରି କରିଥିବା ସିସିଟିଭିରୁ ଜଣାପଡିଛି ।






More Stories
ରିଲ୍ସ ନିଶାରେ ନଦୀକୁ ଡେଇଁଲେ ଯୁବକ…..
କଟକରେ ଗାଡି ଜଳିବା ଘଟଣା :ନିଆଁ ଲଗାଇଥିଲେ ମହିଳା…..
ଭୁଲ ଇଞ୍ଜେକ୍ସନ୍ ନେଲା ଶିଶୁର ଜୀବନ…..