ରିପୋର୍ଟ କାର୍ଡ / ବାଲେଶ୍ଵର
ଗାଁ ଠୁ ସହର ସବୁଆଡେ ଲୁଟ୍ କରୁଛନ୍ତି ଫେରିବାଲା | ପ୍ରଥମେ ଗାଁ ଗାଁକୁ ବୁଲି ଘର ସବୁ ଉପରେ ନଜର ପକାଉଛନ୍ତି । ଆଉ ସୁଯୋଗର ଫାଇଦା ଉଠାଇ ଘରେ କଳାକନା ବୁଲାଉଛନ୍ତି । ଏହି ଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଓଉପଦା ଠାରେ । ଫେରିବାଲା ବେଶଧାରୀ ଲୁଟେରାଙ୍କର ଗ୍ୟାଙ୍ଗ ପୋଲିସ୍ ହାତରେ ଧରାପଡ଼ିଛନ୍ତି ।
More Stories
ରିଲ୍ସ ନିଶାରେ ନଦୀକୁ ଡେଇଁଲେ ଯୁବକ…..
କଟକରେ ଗାଡି ଜଳିବା ଘଟଣା :ନିଆଁ ଲଗାଇଥିଲେ ମହିଳା…..
ଭୁଲ ଇଞ୍ଜେକ୍ସନ୍ ନେଲା ଶିଶୁର ଜୀବନ…..