ରିପୋର୍ଟ କାର୍ଡ / ଭୁବନେଶ୍ବର
କମିଲା ସୁନା ଦର । ମେ’ ୨୬ ଅର୍ଥାତ୍ ସୋମବାର ହ୍ରାସ ପାଇଛି ସୁନା ଦାମ୍ । ୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୯୭,୬୪୦ ଟଙ୍କା ରହିଛି । ଗତକାଲି ଏହା ୯୮,୦୮୦ ଟଙ୍କା ଥିଲା । ଏଥିରେ ୪୪୦ ଟଙ୍କା ହ୍ରାସ ହୋଇଛି । ୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୮୯,୫୦୦ ରହିଛି । ଗତକାଲି ଏହା ୮୯,୯୦୦ ଥିଲା । ଏଥିରେ ୪୦୦ ଟଙ୍କା ହ୍ରାସ ହୋଇଛି । ୧୮ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୭୩,୨୩୦ ଟଙ୍କା ରହିଛି । ଗତକାଲି ଏହା ୭୩, ୫୬୦ ଟଙ୍କା ଥିଲା । ଏଥିରେ ୩୩୦ ଟଙ୍କା ହ୍ରାସ ହୋଇଛି । nରୁପା ଦାମ୍ ବୃଦ୍ଧି ପାଇଛି । ୧୦୦ ଗ୍ରାମ୍ ରୁପା ଦାମ୍ ୧୧,୧୦୦ ରହିଛି । ଗତକାଲି ୧୧,୦୯୦ ଟଙ୍କା ଥିଲା । ଏଥିରେ ୧୦ ଟଙ୍କା ବୃଦ୍ଧି ପାଇଛି । ଏପ୍ରିଲ ୨୨ରେ ସୁନା ଦାମ୍ ସମସ୍ତ ରେକର୍ଡ ଭାଙ୍ଗି ୧ ଲକ୍ଷ ଟଙ୍କା ଅତିକ୍ରମ କରିଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ୨ ହଜାର ଟଙ୍କା ଦାମ୍ କମିଛି ।
More Stories
ଜନ୍ମଦିନରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ…..
କଂଗ୍ରେସ ଭବନରେ ଖୋଲିବ ମହିଳା ଅଭିଯୋଗ ପ୍ରକୋଷ୍ଠ…..
ଭୂପେଶ ବଘେଲଙ୍କ ଘରେ ଇଡି ଚଢ଼ାଉ…..