ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଏଲ୍ପିଜି ଗ୍ୟାସ୍ ସିଲିଣ୍ଡର ଦର ଶସ୍ତା ହୋଇଥିବା ଜଣାପଡ଼ିଛି। କେବଳ କମର୍ସିଆଲ୍ ସିଲିଣ୍ଡର ଦର ହ୍ରାସ ପାଇଛି। ଦେଶର ଅଏଲ୍ ମାର୍କେଟିଂ କମ୍ପାନୀ ମାସ ଆରମ୍ଭରୁ ଏଲ୍ପିଜି ସିଲିଣ୍ଡରର ନୂଆ ଦର ଲାଗୁ କରିଛନ୍ତି। ଫଳରେ ଆଜିଠୁ ଏଲପିଜି ସିଲିଣ୍ଡର ଦର ଶସ୍ତା ହୋଇଛି। ରିପୋର୍ଟ ଅନୁସାରେ, ୧୯ କେଜି କମର୍ସିଆଲ ଏଲପିଜି ଗ୍ୟାସ୍ ସିଲିଣ୍ଡର ଦର ୯୯.୭୫ ଟଙ୍କା କମିଛି। ଫଳରେ ଗ୍ରାହକମାନଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ଅନ୍ୟପକ୍ଷରେ ଘରୋଇ ଏଲ୍ପିଜି ସିଲିଣ୍ଡର ଦରରେ କୌଣସି ହ୍ରାସ ପାଇନାହିଁ।






More Stories
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ରବି ମିତ୍ତଲ…..
ରାମଲୀଲା ମୈଦାନରେ ଚାଷୀଙ୍କ ରଣହୁଙ୍କାର…..
ଇରାନ ଉପରେ ବଙ୍କର ବଷ୍ଟର ମାଡ଼ କଲା ଆମେରିକା…..