Report Card Odisha

| Daily Odia News

ନବରାତ୍ରି ର ଚତୁର୍ଥ ଦିନ, ମା କୁଷ୍ମାଣ୍ଡା ରୂପ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମା ଜଗତଜନନୀ ଧରା ପୃଷ୍ଠକୁ ଅବତରି ଛନ୍ତି ଏବଂ ମାଙ୍କର ପୂଜା ବିଧି ଚାଲିଛି l ଆଜି ହେଉଛି ନବରାତ୍ରି ର ଚତୁର୍ଥ ଦିନ, ଆଜିର ଦିନରେ ମା କୁଷ୍ମାଣ୍ଡା ଙ୍କୁ ପୂଜାର୍ଚନା କରାଯାଇ ଥାଏ l ମା କୁଷ୍ମାଣ୍ଡା ନିଜର ସ୍ମିତ ହାସ୍ୟ ଦ୍ୱାରା ବ୍ରହ୍ମାଣ୍ଡ କୁ ଉତ୍ପନ କରିଥିବାରୁ ମାଙ୍କୁ କୁଷ୍ମାଣ୍ଡା କୁହାଯାଇ ଥାଏ l

Breaking News