ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହାରାଷ୍ଟ୍ରର ରାଜ୍ୟସଭା ଏମପି ସଞ୍ଜୟ ରାଉତଙ୍କୁ ହତ୍ୟା ମକ ମିଳିଛି। ସୂଚନା ଅନୁଯାୟୀ, ହତ୍ୟା ଧମକ ଦେଇଥିବା ବ୍ୟକ୍ତି ମେସେଜ କରିଛନ୍ତି ଯେ, ତୁମକୁ ବି ମୁସଓ୍ବୋଲା କରିଦେବି। ଦାବି କରାଯାଉଛି କି ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ପକ୍ଷରୁ ସଞ୍ଜୟ ରାଉତଙ୍କୁ ହତ୍ୟା ଧମକ ଦିଆଯାଇଛି। ଦାବି କରାଯାଉଛି କି ସଞ୍ଜୟ ରାଉତଙ୍କୁ ଏକ ମେସେଜରେ କୁହାଯାଇଥିଲା , ତୁମେ ଯଦି ଦିଲ୍ଲୀରେ ମିଳିବ ତେବେ ତୁମକୁ ଏକେ ୪୭ରେ ଉଡାଇ ଦିଆଯିବ, ମୁସଓ୍ବୋଲା ହୋଇଯିବ, ସଲମାନ ଓ ତୁମେ ଫିକ୍ସ।






More Stories
ମୁନ୍ଦ୍ରା ବନ୍ଦରରେ ପହଞ୍ଚିଛି ଜଗ୍ ଲଡକି…..
ରାଜନୀତିରେ କେବେ ପୂର୍ଣ୍ଣଚ୍ଛେଦ ପଡ଼ିନଥାଏ…..
ଦିଲ୍ଲୀ ସାଧନଗରରେ ଅଗ୍ନିକାଣ୍ଡ:୩ ଜଣ ଶିଶୁଙ୍କ ସମେତ ୭ ମୃତ…..