Report Card Odisha

| Daily Odia News

ଯବାନଙ୍କ ଗୁଳିରେ ୪ ମାଓବାଦୀ ନିହିତ….

ରିପୋର୍ଟ କାର୍ଡ / ମାଲକାନଗିରି

ଯବାନଙ୍କ ଗୁଳିରେ ୪ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଘଟଣା ସ୍ଥଳରୁ ଏସଏମଜି, ୟୁବିଜିଏଲ ପରି ଅତ୍ୟାଧୁନିକ ମାରଣାସ୍ତ୍ର ଜବତ ହୋଇଛି। ଛତିଶଗଡ଼ ସୁକୁମା-ବିଜାପୁର ସୀମାବର୍ତ୍ତୀ ଗାଂଗାଲୁର ଜଂଗଲରେ ଏହି ଗୁଳି ବିନିମୟ ହୋଇଛି।

Breaking News