ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ନୀରବତା ଭାଙ୍ଗିଛନ୍ତି। ଦେଶର ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର ଏବଂ ଗୋଆ ଆଦି ୫ ରାଜ୍ୟରେ ବିଧାନସଭା ଜାରି ରହିଥିବାବେଳେ ଏକ ଭିଡ଼ିଓ ବାର୍ତ୍ତା ଜାରି କରିଛନ୍ତ | କହିଛନ୍ତି ଯେ, ମୁଁ ମୋ କାର୍ଯ୍ୟକାଳରେ କମ୍ କହିଛି ଅଧିକ କାମ କରିଛି। ଏହା ସହିତ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ, ମୋଦି ସରକାରଙ୍କ ରାଷ୍ଟ୍ରବାଦ ନକଲି। ବ୍ରିଟିଶ୍ ଶାସକଙ୍କ ଭଳି ଭାଜପା ଡିଭାଇଡ୍ ଆଣ୍ଡ୍ ରୁଲ୍ ଆପଣେଇଥିବା ସେ ଭିଡ଼ିଓରେ ଅଭିଯୋଗ କରିଛନ୍ତି। ଏହାକୁନେଇ ଚର୍ଚ୍ଚା ଜୋରଧରିଛି |






More Stories
ନିର୍ବାଚନରେ ଜିତିଲେ ଦିଦି;ଭାଜପା ଚିତ୍ପଟାଙ୍ଗ…..
ରାମମନ୍ଦିର ଦାନ ଅର୍ଥ ଆତ୍ମସାତ୍ ମାମଲା;ଚମ୍ପତ ରାୟ,ଅନିଲ ମିଶ୍ର ଦୋଷମୁକ୍ତ…..
ବ୍ୟବସାୟୀଙ୍କୁ ଅପହରଣ ଘଟଣା:୫୦ ଲକ୍ଷ ପାଇଁ ହୋଇଥିଲା ଷଡ଼ଯନ୍ତ୍ର……