ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟସଭା ପାଇଁ ଆଜି ବିଜେପି ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ବିଜେପିରୁ ମନମୋହନ ସାମଲ ଏବଂ ସୁଜିତ୍ କୁମାର ନାମାଙ୍କନ ଦାଖଲ କରିଛନ୍ତି। ସ୍ଵାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ମଧ୍ୟ ନାମାଙ୍କନ ଭରିଛନ୍ତି। ଆଜି ବିଜେପି ପାର୍ଟି ଅଫିସ୍ରୁ ମନମୋହନ ସାମଲ ଏବଂ ଦ୍ବିତୀୟ ପ୍ରାର୍ଥୀ ସୁଜିତ କୁମାର ନିଜ ସମର୍ଥକଙ୍କ ସହ ପାର୍ଟି ଅଫିସରୁ ବାହାରିଥିଲେ। ବିରାଟ ପଟୁଆରରେ ଉଭୟ ନାମାଙ୍କନ ଭରିବା ପାଇଁ ଆସିଥିଲେ। ଏବଂ ନାମାଙ୍କନ ଭରିବା ପୂର୍ବରୁ ରାମ ମନ୍ଦିର ଯାଇ ଆଶୀର୍ବାଦ ନେଇଥିଲେ।






More Stories
ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ…..
ରାଜ୍ୟର ବର୍ଷା ବିତ୍ପାତ ସମୀକ୍ଷା:୬ ଜିଲ୍ଲାର ୪୪ ବ୍ଲକ ପ୍ରଭାବିତ,୪ ମୃତ…..
ପ୍ରକାଶ ପାଇଲା ସମ୍ବଲପୁର,ପୁରୀ ମେୟର ପଦର ସଂରକ୍ଷଣ ଚିଠା…..