ରିପୋର୍ଟ କାର୍ଡ / ଗଞ୍ଜାମ ( ଭଗବାନ ପାଢ଼ୀ )
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଉଠୁଛି ପଡୁଛି ଗାଁ । ଭୋଟର ଙ୍କୁ ମନାଇବାକୁ ଭିନ୍ନ ଭିନ୍ନ ଢଙ୍ଗରେ ନେତା କରୁଛନ୍ତି ପ୍ରଚାର। ମଙ୍ଗଳବାର ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ମର୍ଦମେଖ ପଞ୍ଚାୟତ ରେ ଦେଖିବାକୁ ମିଳିଛି ଜୋର ସୋର ପ୍ରଚାର । ପ୍ରାଥୀ ପ୍ରାଥୀନି ମାନେ ନିଜ ନିଜ ଚିହ୍ନ ର ପ୍ରଚାର କରୁଛନ୍ତି । ଏହି ପଞ୍ଚାୟତରେ ସରପଞ୍ଚ ପାର୍ଥୀନୀ ମଞ୍ଜୁଳା ମେହେଣା ଓ ସମିତି ସଭ୍ୟ ସୁଧାକର ପ୍ରଧାନ ନିଜ ନିଜ ସମର୍ଥକଙ୍କ ସହ ଆଜି ଦିଗୀ ଗ୍ରାମରେ ପ୍ରଚାର କରିଥିବାବେଳେ ଆସନ୍ତା ୨୪ ତାରିଖରେ ହେବାକୁ ଥିବା ନିର୍ବାଚନ କିଭଳି ନବୀନ ପଟ୍ଟନାୟକ ଙ୍କ ଉର୍ନୟନ ମୂଳକ କାର୍ଯ୍ୟ କରିଛନ୍ତି ସେଇ ବିଷୟରେ କହି ଭୋଟ ଭିକ୍ଷା କରିଥିଲେ ।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..