ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କାନାଡାର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ମାର୍କ କାର୍ନେ ଆଜି ଶପଥ ଗ୍ରହଣ କରିବେ। କାନାଡା ଗଭର୍ଣ୍ଣର ଜେନେରାଲ ମ୍ୟାରୀ ସାଇମନ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ। କାର୍ନେଙ୍କ ଶପଥ ଗ୍ରହଣ ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ ଇସ୍ତଫା ଦେବେ ବୋଲି ଜଣାପଡିଛି। ଟ୍ରୁଡୁଙ୍କ କ୍ୟାବିନେଟର କେତେକ ମନ୍ତ୍ରୀ କାର୍ନେଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ ବୋଲି ଚର୍ଚ୍ଚା ଚାଲିଛି। କାର୍ନେ ଦାୟିତ୍ବ ଗ୍ରହଣ କରିବା ପରେ ଭାରତ-କାନାଡା ସମ୍ପର୍କରେ ଉନ୍ନତି ଘଟିବ ବୋଲି କୂଟନୈତିକ ମହଲ ଆଶାବ୍ୟକ୍ତ କରିଛନ୍ତି।






More Stories
ଆଜି ସଂସଦରେ ଅଭିଭାଷଣ ରଖିବେ ପ୍ରଧାନମନ୍ତ୍ରୀ…..
ମଣିପୁରରୁ ହଟିଲା ରାଷ୍ଟ୍ରପତି ଶାସନ,ଶପଥ ନେଲେ ମୁଖ୍ୟମନ୍ତ୍ରୀ….
୨ ଆତଙ୍କୀ ନିହତ…..