ରିପୋର୍ଟ କାର୍ଡ / ଆନନ୍ଦପୁର
ଝାଡଖଣ୍ଡରେ ସହିଦ ହୋଇଥିବା ଆନନ୍ଦପୁର ଶୁଶାନ୍ତ ଖୁଣ୍ଟିଆଙ୍କ ମାଆ ଆଖି ବୁଜିଛନ୍ତି। ୮ ଦିନ ତଳେ ଶୁଶାନ୍ତ ସହିଦ ହୋଇଥିଲେ। ସେହି ଦିନଠାରୁ ତାଙ୍କ ମାଆ ଅସୁସ୍ଥ ହୋଇ ପଡ଼ିଥିଲେ। ଶୁକ୍ରବାର ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଯିବାରୁ ପ୍ରଥମେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ ହେବାରୁ କଟକ ବଡ଼ ମେଡ଼ିକାଲ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି | ସାଢ଼େ ୩ ବର୍ଷ ମଧ୍ୟରେ ବାପପୁଅ ୪ ଜଣ ଆଗପଛ ହୋଇ ଚାଲି ଯାଇଥିଲେ। ସୁଶାନ୍ତଙ୍କ ଆନନ୍ଦପୁର ଘରେ ଏବେ କେହି ନାହାନ୍ତି। ଘରେ ପଡ଼ିଛି ତାଲା।






More Stories
ଆଉ ଖୋଲାରେ ମିଳିବନି ଗ୍ୟାସ୍……
ଉଚ୍ଚଶିକ୍ଷାରେ ୫୦ ପ୍ରତିଶତ ସଂରକ୍ଷଣ: SC-ST-OBC ଙ୍କୁ ମିଳିବ…..
ସଚିବସ୍ତରୀୟ ବୈଠକ ଅନୁଷ୍ଠିତ:ଏକୀକୃତ ବ୍ୟବସ୍ଥାକୁ ଆଣିବାକୁ ପରାମର୍ଶ….