ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମୋଷ୍ଟ୍ ୱାଣ୍ଟେଡ୍ ଆତଙ୍କବାଦୀ ସାହିଦ ଲତିଫ୍କୁ ପାକିସ୍ତାନରେ ଗୁଳି କରି ହତ୍ୟା କରାଯାଇଛି। ସିଆଲକୋଟ୍ରେ ଉକ୍ତ ଆତଙ୍କବାଦୀକୁ ଅଜଣା ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଛନ୍ତି। ଏନଆଇଏର ୱାଣ୍ଟେଡ୍ ତାଲିକାରେ ରହିଥିଲା ସାହିଦ ଲତିଫ୍। ଏହାସହ ପଠାନକୋଟ୍ ଆକ୍ରମଣର ମଧ୍ୟ ସାହିଦ ମାଷ୍ଟରମାଇଣ୍ଡ ଥିଲା।
More Stories
ତାରିକ ରହମାନଙ୍କ ଶପଥ ଗ୍ରହଣରେ ଯୋଗଦେବେ ଓମ୍ ବିର୍ଲା…..
ଗର୍ଲଫ୍ରେଣ୍ଡକୁ ସୁଟକେଶରେ ପୁରାଇ ଦେଲେ…..
ଆରାବଳୀକୁ କାହାକୁ ଛୁଇଁବାକୁ ଦେବୁ ନାହିଁ……