ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତୀୟ ନୌସେନାର ଗୋଟାଏ ‘ମିଗ୍ ୨୯କେ’ ଲଢୁଆ ବିମାନର ଦୁର୍ଘଟଣାଗ୍ରସ୍ତ ହୋଇଛି। ଗୋଆ ଉପକୂଳରେ ନିୟମିତ ବିମାନ ଉଡ଼ାଣ ସମୟରେ ବୈଷୟିକ ତ୍ରୁଟି ପରିଲକ୍ଷିତ ହେବାରୁ ବିମାନ ଆରବ ସାଗରକୁ ଖସିପଡ଼ିଛି।ସୌଭାଗ୍ୟବସତଃ ପାଇଲଟ ବଞ୍ଚିଯାଇଛନ୍ତି । କ୍ରାସ୍ ପୂର୍ବରୁ ସ୍ଥିତି ଦେଖି ପାଇଲଟ୍ ଏୟାରକ୍ରାଫ୍ଟରୁ ନିଜକୁ ଇଜେକ୍ଟ କରି ସମୁଦ୍ରକୁ ଡେଇଁପଡିଛନ୍ତି । ଭାରତୀୟ ନୌସେନା ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି। ବୈଷୟିକ ତୃଟି କାରଣରୁ ବିମାନଟି ବେସକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଅଧିକାରୀ କହିଛନ୍ତି।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..