ରିପୋର୍ଟ କାର୍ଡ / ଭୁବନେଶ୍ଵର
ଦୁଗ୍ଧଚାଷୀଙ୍କ ପାଇଁ ବଡ ଖୁସି ଖବର। ଓମ୍ପେଡ୍ ଚାଷୀଙ୍କ ଆୟ ବୃଦ୍ଧି କରିବା ପାଇଁ ବଡ ନିଷ୍ପତ୍ତ ନେଇଛି ଓମ୍ପେଡ୍। ଓମ୍ପେଡ୍ ଦୁଗ୍ଧଚାଷୀଙ୍କୁ ମିଳିବ ଲିଟର ପିଛା ୧ଟଙ୍କା। ଓମ୍ପେଡ୍ ଦୁଗ୍ଧଚାଷୀମାନେ ପୂର୍ବରୁ ଲିଟର ପିଛା ୩୮ଟଙ୍କା ୫ପଇସା ପାଉଥିଲେ। ଏଣିକି ଲିଟର ପିଛା ୩୯ଟଙ୍କା ୦୫ ପଇସା ଲେଖାଏଁ ପାଇବେ । ଏହି ନୂତନ ବର୍ଦ୍ଧିତ ଦର ମେ ୧ରେ ୨୦୨୬ ଠାରୁ କାର୍ଯ୍ୟକାରୀ ହେବ ବୋଲି ଓମ୍ପେଡ୍ ପକ୍ଷରୁ କୁହାଯାଇଛି। ଦୁଗ୍ଧଚାଷୀଙ୍କୁ ଆର୍ଥିକ କ୍ଷେତ୍ରରେ ସଶକ୍ତ କରିବା ପାଇଁ ଓମ୍ପେଡ୍ ପକ୍ଷରୁ ପ୍ରୟାସ ଜାରି ରହିଛି। ଅପରପକ୍ଷେ ଘାସ, ଚାରା, ପିଡିଆ,ଗୋଖାଦ୍ୟ, ମେଡିସିନ ଆଦି ଖର୍ଚ୍ଚ କ୍ରୟ ମୂଲ୍ୟ ବୃଦ୍ଧି ହେବ । ୩ଲକ୍ଷ ଓମ୍ପେଡ୍ ଦୁଗ୍ଧଚାଷୀ ଉପକୃତ ହେବେ।






More Stories
ଆସନ୍ତାକାଲି ମାଟ୍ରିକ ରେଜଲ୍ଟ…..
ପୋଲିସ କର୍ମଚାରୀଙ୍କୁ ସଂଘବଦ୍ଧ ଆକ୍ରମଣ…..
ପ୍ରକାଶ ପାଇଲା ICSE, ISE ରେଜଲ୍ଟ…..