Report Card Odisha

| Daily Odia News

କାନ୍ଦିଲେ ବିଧାୟକ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ସଭାସ୍ଥଳରେ ଭାଷଣ ଦେବା ସମୟରେ କାନ୍ଦି ପକାଇଲେ ପୂର୍ବତନ ଶ୍ରମମନ୍ତ୍ରୀ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ। ବିବାଦରେ ଛନ୍ଦି ହୋଇପଡ଼ିଥିବା ଶ୍ରୀକାନ୍ତ ନିକଟରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ନିଜ ଦଳର ଜଣେ ନେତ୍ରୀ, ତାଙ୍କ ବିରୋଧରେ ଥାନାର ଦ୍ୱାରସ୍ଥ ହୋଇଥିଲେ। ମନ୍ତ୍ରୀପଦ ଯିବା ପରେ ନିଜ ନିର୍ବାଚନମଣ୍ଡଳୀରେ ଶକ୍ତିପ୍ରଦର୍ଶନ କରିଛନ୍ତି ବିଧାୟକ। ଚର୍ଚ୍ଚା ହେଉଛି କି, ୨୦୨୪ ସାଧାରଣ ନିର୍ବାଚନରେ ଦଳୀୟ ଟିକେଟରୁ ବାଦ ପଡ଼ିପାରନ୍ତି ଶ୍ରୀକାନ୍ତ।

Breaking News