ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହାରାଷ୍ଟ୍ର ନବନିର୍ମାଣ ସେନାର ମୁଖ୍ୟ ରାଜ ଠାକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି । ଲୋକସଭା ନିର୍ବାଚନ ସମୟରେ ଏନଡିଏ ସହିତ ଏମଏନଏସ ଦଳର ମେଣ୍ଟ ଚର୍ଚ୍ଚା ଚାଲିଥିବା ଦୁଇ ନେତାଙ୍କ ସାକ୍ଷାତକାର ବେଶ ଗୁରୁତ୍ୱବହନ କରିଛି । ରାଜ ଠାକରେ ଓ ତାଙ୍କ ପୁଅ ଅମିତ ଠାକରେଙ୍କ ସହ ଦିଲ୍ଲୀରେ ଶାହାଙ୍କୁ ସାକ୍ଷାତ କରିଥିଲେ ।






More Stories
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..
ଛାତ୍ରୀଛାତ୍ରଙ୍କୁ ଟିପ୍ସ ଦେଲେ ମୋଦି…..