ଆମ ସହର ବଡ଼ ଖବର ରାଜ୍ୟ ମୋ ବସ ଯାତ୍ରା ମାଗଣା….. Report Card Bureau January 13, 2023 1 min read ରିପୋର୍ଟ କାର୍ଡ / ଭୁବନେଶ୍ୱରହକି ଟିକେଟ ଥିଲେ ମାଗଣାରେ ମୋ ବସରେ ଯାତ୍ରା କରିପାରିବେ | ଏନେଇ କ୍ରୋଟ ପକ୍ଷରୁ ସୂଚନା ମିଳିଛି | ସେହିପରି ପର୍ଯ୍ୟଟନର ବିକାଶ ପାଇଁ ହେରିଟେଜ ଅନ ଇ-ରାଇଡ ବ୍ୟବସ୍ଥା କରାଯାଇଛି | କ୍ରୋଟରେ ୧୫ ଟି ଇ ବସ ଚାଲୁଥିବା ବେଳେ ୧୦ ଟି ଅତିରିକ୍ତ ବସ ଆଣିବାକୁ ଯୋଜନା ହୋଇଛି |Post navigationPrevious ମହିଳା କ୍ରିକେଟର ନିଖୋଜ……Next ମହିଳା କ୍ରିକେଟର ରାଜଶ୍ରୀଙ୍କ ମୃତ ଦେହ ଉଦ୍ଧାର…..Leave a Reply Cancel replyYour email address will not be published. Required fields are marked *Comment *Name * Email * Website Save my name, email, and website in this browser for the next time I comment. More Stories 1 min read ବଡ଼ ଖବର ରାଜ୍ୟ ବିନୟତୋଷ ମିଶ୍ରଙ୍କୁ ଡିଜିପି ଦାୟିତ୍ୱ…… August 14, 2026 Report Card Bureau 1 min read ରାଜ୍ୟ ରାଜ୍ୟସ୍ତରୀୟ ପରେଡ୍ ପାଇଁ କଡ଼ା ସୁରକ୍ଷା….. August 14, 2026 Report Card Bureau ରାଜ୍ୟ କାମ ନ କଲେ ବିଦା ହେବାକୁ ପ୍ରସ୍ତୁତ ରୁହ…… August 14, 2026 Report Card Bureau
More Stories
ବିନୟତୋଷ ମିଶ୍ରଙ୍କୁ ଡିଜିପି ଦାୟିତ୍ୱ……
ରାଜ୍ୟସ୍ତରୀୟ ପରେଡ୍ ପାଇଁ କଡ଼ା ସୁରକ୍ଷା…..
କାମ ନ କଲେ ବିଦା ହେବାକୁ ପ୍ରସ୍ତୁତ ରୁହ……