ଆମ ସହର ବଡ଼ ଖବର ରାଜ୍ୟ ମୋ ବସ ଯାତ୍ରା ମାଗଣା….. Report Card Bureau January 13, 2023 1 min read ରିପୋର୍ଟ କାର୍ଡ / ଭୁବନେଶ୍ୱରହକି ଟିକେଟ ଥିଲେ ମାଗଣାରେ ମୋ ବସରେ ଯାତ୍ରା କରିପାରିବେ | ଏନେଇ କ୍ରୋଟ ପକ୍ଷରୁ ସୂଚନା ମିଳିଛି | ସେହିପରି ପର୍ଯ୍ୟଟନର ବିକାଶ ପାଇଁ ହେରିଟେଜ ଅନ ଇ-ରାଇଡ ବ୍ୟବସ୍ଥା କରାଯାଇଛି | କ୍ରୋଟରେ ୧୫ ଟି ଇ ବସ ଚାଲୁଥିବା ବେଳେ ୧୦ ଟି ଅତିରିକ୍ତ ବସ ଆଣିବାକୁ ଯୋଜନା ହୋଇଛି |Continue ReadingPrevious ମହିଳା କ୍ରିକେଟର ନିଖୋଜ……Next ମହିଳା କ୍ରିକେଟର ରାଜଶ୍ରୀଙ୍କ ମୃତ ଦେହ ଉଦ୍ଧାର…..Leave a Reply Cancel replyYour email address will not be published. Required fields are marked *Comment *Name * Email * Website Save my name, email, and website in this browser for the next time I comment. More Stories ଦେଶ ବିଦେଶ ବଡ଼ ଖବର ସ୍କୁଲ ବସ୍କୁ ଧକ୍କା ଦେଲା ଟ୍ରେନ୍….. July 8, 2025 Report Card Bureau ବଡ଼ ଖବର ରାଜ୍ୟ ଡ୍ରାଇଭର ସଂଘ ସହ ଆଲୋଚନା ପାଇଁ ସରକାର ପ୍ରସ୍ତୁତ….. July 8, 2025 Report Card Bureau ଆମ ସହର ବଡ଼ ଖବର ରାଜନୀତି ରାଜ୍ୟ ପୁଣି ଥରେ ଓଡ଼ିଶା ଭାଜପାର ରାଜ୍ୟ ସଭାପତି ମନମୋହନ…… July 8, 2025 Report Card Bureau
More Stories
ସ୍କୁଲ ବସ୍କୁ ଧକ୍କା ଦେଲା ଟ୍ରେନ୍…..
ଡ୍ରାଇଭର ସଂଘ ସହ ଆଲୋଚନା ପାଇଁ ସରକାର ପ୍ରସ୍ତୁତ…..
ପୁଣି ଥରେ ଓଡ଼ିଶା ଭାଜପାର ରାଜ୍ୟ ସଭାପତି ମନମୋହନ……