ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
‘ମୋଦୀ ସରନେମ୍’ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ ହେବା ଉପରେ ରୋକ୍ ଲଗାଇବା ପାଇଁ ଆଗତ କରିଥିବା ଆବେଦନର ଶୁଣାଣି ଆଜି ହୋଇଛି | ଏହି ମାମଲାରେ ପୁନର୍ବିଚାର କରିବାକୁ ରାହୁଲଙ୍କ ଆବେଦନ ଉପରେ ସୁରତ କୋର୍ଟ ରାୟକୁ ସଂରକ୍ଷିତ ରଖିଛନ୍ତି । ଏହି ମାମଲାରେ କୋର୍ଟ ଛୁଟି ପରେ ଶୁଣାଣି କରିବାକୁ ଜଷ୍ଟିସ ହେମନ୍ତ ପ୍ରଚ୍ଛକ କହିଛନ୍ତି। ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ମାମଲାରେ ରାହୁଲ ଗାନ୍ଧୀଙ୍କୁ ମଧ୍ୟବର୍ତ୍ତୀକାଳୀନ ରିହାତି ପ୍ରଦାନ କରିବାକୁ କୋର୍ଟ ମନା କରି ଦେଇଛନ୍ତି।






More Stories
ବୈଠକ ପରେ ନୂଆ ଟିମ ଘୋଷଣା କଲା CJP, ୧୨ ଜଣଙ୍କୁ ଦାୟିତ୍ୱ…..
ସ୍କୁଲରେ ଗୁଳିକାଣ୍ଡ;୭ ମୃତ, ୨୦ ଆହତ……
ତରୁଣ ତେଜପାଲ ଦୋଷୀ ସାବ୍ୟସ୍ତ…..