ରିପୋର୍ଟ କାର୍ଡ / ମୋହନା
ଚାଓମିନ୍ ଫ୍ୟାକ୍ଟ୍ରିରେ ଶ୍ୱାସରୁଦ୍ଧ ହେବାରୁ ୩ଜଣ କର୍ମଚାରୀଙ୍କର ମୃତ୍ୟୁ ଘଟିଛି । ମୋହନା ନାରାୟଣ ନଗରରେ ଥିବା ଫ୍ୟାକ୍ଟ୍ରିରେ ଶ୍ୱାସରୁଦ୍ଧ ହେବାରୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ କର୍ମଚାରୀ ବୁଧବାର ରାତିରେ ଫ୍ୟାକ୍ଟ୍ରିରେ ଶୋଇଥିବା ବେଳେ ଗ୍ୟାସ୍ ଲିକ୍ ହେବାରୁ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ମୃତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ । ଘଟଣାସ୍ଥଳରେ ମୋହନା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।






More Stories
ବଢିବ ବିଧାନସଭା ସିଟ……
୭୧ ପ୍ରକଳ୍ପର ଶିଳାନ୍ୟାସ,ଲୋକାର୍ପଣ କଲେ ମନ୍ତ୍ରୀ…..
ଏଲିଭେଟେଡ଼ କରିଡ଼ର’ର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ……