ଆମ ସହର କୁଆଖାଇ ନଦୀରେ ଯୁବକଙ୍କ ମୃତଦେହ ଉଦ୍ଧାର…. Report Card Bureau February 18, 2022 ରିପୋର୍ଟ କାର୍ଡ / ଭୁବନେଶ୍ବରକୁଆଖାଇ ନଦୀରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଓ ପୋଲିସ ପହଞ୍ଚିଛି ମୃତଦେହକୁ ଉଦ୍ଧାର କରିଛନ୍ତି | ମୃତଦେହର ପରିଚୟ ମିଳିପାରି ନଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ନନ୍ଦନକାନନ ଥାନା ପୋଲିସର ତଦନ୍ତ ଜାରି ରହିଛି । Continue ReadingPrevious ମହାରାଷ୍ଟ୍ରରେ ବାର୍ଡ ଫ୍ଲୁ……Next ୩୮ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ…..Leave a Reply Cancel replyYour email address will not be published. Required fields are marked *Comment *Name * Email * Website Save my name, email, and website in this browser for the next time I comment. More Stories ଅପରାଧ ଆମ ସହର ବଙ୍ଗାଳୀ ଶ୍ରମିକଙ୍କୁ ହତ୍ୟା ,୬ ଗିରଫ….. December 25, 2025 Report Card Bureau ଆମ ସହର ଅଭିଯୁକ୍ତର ଘର ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ….. December 24, 2025 Report Card Bureau ଆମ ସହର କାର୍କୁ ଘୋଷାଡ଼ି ନେଲା ଟ୍ରକ….. December 20, 2025 Report Card Bureau
More Stories
ବଙ୍ଗାଳୀ ଶ୍ରମିକଙ୍କୁ ହତ୍ୟା ,୬ ଗିରଫ…..
ଅଭିଯୁକ୍ତର ଘର ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ…..
କାର୍କୁ ଘୋଷାଡ଼ି ନେଲା ଟ୍ରକ…..