ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଚାଷୀଙ୍କ ପାଇଁ କେନ୍ଦ୍ର କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି |ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ହୋଇଛି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୨୧୮୩କୁ ବୃଦ୍ଧି କରାଯାଇଛି । ଫଳରେ ଧାନ ଗ୍ରେଡ୍-ଏର ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୨୨୦୩କୁ ବୃଦ୍ଧି ପାଇଛି । ସେହିପରି କୁଇଣ୍ଟାଲ ପିଛା ମୁଗର ମୂଲ୍ୟ ୮୫୫୮ ଟଙ୍କା, କପା ମୂଲ୍ୟ ୬୬୨୦,ବିରି ୬୯୫୦ ଟଙ୍କା, ବାଦାମ ମୂଲ୍ୟ ୬୩୭୭ ଟଙ୍କା, ହରଡ଼ ଡାଲି ମୂଲ୍ୟ ୭୦୦୦ ଟଙ୍କାକୁ ବୃଦ୍ଧି ହୋଇଥିବା ନେଇ ସରକାର ଘୋଷଣା କରିଛନ୍ତି | କେନ୍ଦ୍ର କ୍ୟାବିନେଟ୍ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି |






More Stories
ବଢ଼ିଲା ରେଳ କର୍ମଚାରୀଙ୍କ ଦରମା…..
ଇବୋଲା ଭାଇରସ କୁ ନେଇ ଭାରତ ଜାରି କଲା ଆଡଭାଇଜରୀ…..
ରେଲୱେ ଟ୍ରାକରେ ବିସ୍ଫୋରଣ,୨୩ ମୃତ,୪୭ ଆହତ…..