ରିପୋର୍ଟ କାର୍ଡ / ରାଉରକେଲା
ସୁନ୍ଦରଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଗିରଫ ହୋଇଛନ୍ତି। ଭିଜିଲାନ୍ସ ଚଢଉ ସମୟରେ ସହକାରୀ ଯନ୍ତ୍ରୀ ସଞ୍ଜୟ ବେହେରାଙ୍କୁ ଗିରଫ କରାଯାଇଛି । ପ୍ରକୃତ ଆୟଠାରୁ ୩୩୩ପ୍ରତିଶତ ଅଧିକ ସଂପତି ମହଜୁଦ ପାଇଁ ଗିରଫ ହୋଇଛନ୍ତି । ସୂଚନା ଅନୁଯାୟୀ, ଆୟବର୍ହିଭୂତ ସଂପତ୍ତି ଠୁଳ କରିବା କଥା ଭିଜିଲାନ୍ସକୁ ଗୋପନୀୟ ସୂଚନା ମିଳିଥିଲା । ଏହାପରେ ସଞ୍ଜୟଙ୍କ ଅଫିସ ସମେତ ରହୁଥିବା ଘରେ ଭିଜିଲାନ୍ସ ଟିମ ଚଢଉ କରିଥିଲା ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..