ରିପୋର୍ଟ କାର୍ଡ / ପୁରୀ
ବଳିଆପଣ୍ଡା ଅଞ୍ଚଳରେ ହତ୍ୟାକାଣ୍ଡ ଘଟିଛି। ଜଣେ ଯୁବକଙ୍କୁ ହତ୍ୟା କରାଯିବା ପରେ ଦୁର୍ବୃତ୍ତମାନେ ରାସ୍ତାରେ ତାଙ୍କ ମୃତଦେହ ଫିଙ୍ଗି ଚାଲିଯାଇଛନ୍ତି। ମୃତକଙ୍କ ପରିଚୟ ଜଣାପଡ଼ି ନାହିଁ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ତଦନ୍ତ ଚଳାଇଛି। ଯୁବକ ଜଣକୁ ଅନ୍ୟ କେଉଁଠାରେ ହତ୍ୟା କରାଯିବା ପରେ ଏଠାରେ ଆଣି ଫିଙ୍ଗିଦିଆଯାଇଥିବା ସନ୍ଦେହ କରାଯାଉଛି।






More Stories
ବନ୍ୟା ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ…..
ବ୍ୟବସାୟୀଙ୍କୁ ଅପହରଣ ଘଟଣା:୫୦ ଲକ୍ଷ ପାଇଁ ହୋଇଥିଲା ଷଡ଼ଯନ୍ତ୍ର……
ବ୍ୟବସାୟୀ ଅପହରଣ ମାମଲା: ପୋଲିସ-ସାମ୍ବାଦିକ ଗିରଫ…..