ରିପୋର୍ଟ କାର୍ଡ / ଭୁବନେଶ୍ୱର
ପୁଣି ରାଜଧାନୀ ଭୁବନେଶ୍ୱରରେ ଘଟିଛି ହତ୍ୟାକାଣ୍ଡ। ପାରିବାରିକ କଳହ କୁ ନେଇ ସ୍ତ୍ରୀକୁ ପିଟିପିଟି ହତ୍ୟା କରିଛି ନୃଂଶସ ସ୍ୱାମୀ। ଭୁବନେଶ୍ୱରସ୍ଥିତ ସହିଦନଗର ଥାନା ବାସୁଆଘାଇରେ ଏହି ହତ୍ୟାକାଣ୍ଡ ଘଟିଛି। ଏନେଇ ଆଜି ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଥିବା ସୂଚନା ମିଳିଛି |






More Stories
ଭୁଲ ଇଞ୍ଜେକ୍ସନ୍ ନେଲା ଶିଶୁର ଜୀବନ…..
ରୋଷେୟାର ତଣ୍ଟି କାଟିଦେଲା ହେଲପର…..
ଜଳିଗଲା ବସ୍….