ରିପୋର୍ଟ କାର୍ଡ / ଭୁବନେଶ୍ୱର
ନୂଆପଡା ନିର୍ବାଚନକୁ ନେଇ ରାଜନୈତିକ ତାତି ବଢିବାରେ ଲାଗିଛି। ଏହା ଭିତରେ ବିଜେଡି କରିଛି ବଡ଼ ଘୋଷଣା। ଆଉ ୧୭ ନେତାଙ୍କୁ ସାଂଗଠନିକ ଦାୟିତ୍ୱ ଦେଇଛି ବିଜେଡି। ନୂଆପଡ଼ାରେ ୧୭ନେତାଙ୍କୁ ନିର୍ବାଚନ ପରିଚାଳନା ଦାୟିତ୍ୱ ଦେଲେ ନବୀନ। ତାଲିକାରେ ପଦ୍ମନାଭ ବେହେରା, ଅଶୋକ ପଣ୍ଡା, ମହେଶ ସାହୁ, ସୁଲୋଚନା ଦାସ, ଝିନ ହିକାକା ଅଛନ୍ତି।
More Stories
ଭୁବନେଶ୍ୱରରେ ଭାରତୀୟ ସ୍ଥଳସେନା ମୁଖ୍ୟ…..
ମଦ ଦୋକାନ ପାଇଁ ହେବ ଲଟେରୀ….
ଆଜି ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ…..