ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
NEET OBC ସଂରକ୍ଷଣ ମାମଲାରେ ଆଜି ବଡ ରାୟ ଶୁଣାଇଛନ୍ତି ସୁପ୍ରମିକୋର୍ଟ | ମେଡିକାଲ ପିଜି ନାମଲେଖାରେ OBC/EWS ଉଭୟ ବର୍ଗକୁ ମିଳିବ ସଂରକ୍ଷଣ । OBC ବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ରହିବ ୨୭ ପ୍ରତିଶତ ସଂରକ୍ଷଣ ଥିବା ବେଳ EWS ବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ରହିବ ୧୦ ପ୍ରତିଶତ ସଂରକ୍ଷଣ । ଅଲ ଇଣ୍ଡିଆ କୋଟା PG ନାମଲେଖାରେ ମିଳିବ ସଂରକ୍ଷଣ । ସୁପ୍ରିମକୋର୍ଟ କହିଛନ୍ତି ଯେ ଏହି ବର୍ଷ ଠାରୁ ଲାଗୁ ହୋଇଥିବା ସଂରକ୍ଷଣ ନୀତି ଅସାମ୍ବିଧାନିକ ବୋଲି ଯୁକ୍ତି ହୋଇଥିଲା । EWS ସୀମାକୁ ୮ ଲକ୍ଷ ଟଙ୍କା ରଖିବା ଉପରେ ନିଷ୍ପତ୍ତି ହୋଇଥିଲା । ଅକ୍ଟୋବରରେ ଏହି ପ୍ରଶ୍ନ ପଚରାଯାଇଥିଲା । ତେବେ ଅକ୍ଟୋବର ୨୫ରେ ଏହା ଉପରେ ରୋକ୍ ଲାଗିଥିଲା । ପରେ ଦୀପାବଳି ପରେ ଶୁଣାଣି ହେବା ଉଚିତ୍ ବୋଲି କହିଥିଲେ ।






More Stories
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..
ତୁରନ୍ତ ରୋକନ୍ତୁ ଏସଆଇଆର୍…..
ଶପଥ ସମାରୋହରେ ଗାମୁଛା ଉଡ଼ାଇଲେ ମୋଦି…..