ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନେପାଳରେ ସରକାରର ପତନ ଘଟିଛି। ହେଲେ ହିଂସା, ଉତ୍ତେଜନା ଥମୁନାହିଁ। ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ଇସ୍ତଫା ପରେ ନେପାଳ ରାଷ୍ଟ୍ରପତି ରାମଚନ୍ଦ୍ର ପଉଡେଲ ଇସ୍ତଫା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଙ୍କ ଇସ୍ତଫା ପରେ ବି ଦେଶର ମାହୋଲ ଶାନ୍ତ ନ ପଡ଼ିବାରୁ ଶେଷରେ ରାଷ୍ଟ୍ରପତି ପଉଡେଲ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ଫଳରେ ବର୍ତ୍ତମାନ ଦେଶର ସେନା ମୁଖ୍ୟଙ୍କ ହାତକୁ କ୍ଷମତା ହସ୍ତାନ୍ତର ହୋଇପାରେ। ନୂଆ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି ନିର୍ବାଚିତ ହେବା ପର୍ଯ୍ୟନ୍ତ ସେନା ମୁଖ୍ୟ କ୍ଷମତାରେ ରହିବେ ବୋଲି କୁହାଯାଉଛି।






More Stories
୨୨ରୁ ବିଧାନସଭା ଅଧିବେଶନ…….
ଜାତୀୟ ଢାଞ୍ଚାରେ ସୁଦୃଢ଼ ହେବ ରାଜ୍ୟର ବିପର୍ଯ୍ୟୟ ମୁକାବିଲା ବାହିନୀ…..
୧୮ରୁ ଖୋଲିବ ସ୍କୁଲ୍….