ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନ୍ୟୁଜିଲାଣ୍ଡ୍ର କରମାଡେକ୍ ଦ୍ୱୀପପୁଞ୍ଜରେ ରିକ୍ଟର ସ୍କେଲ୍ରେ ୭.୧ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଆମେରିକାର ଭୂତତ୍ତ୍ବ ସର୍ଭେ ସଂସ୍ଥାର
ରିପୋର୍ଟ ଅନୁଯାୟୀ, ଏହି ଭୂକମ୍ପ ୧୦ କିଲୋମିଟର ଗଭୀରରେ ସଂଘଠିତ ହୋଇଛି । ଏହି ଭୂକମ୍ପ ପରେ ସୁନାମୀ ପାଇଁ ଚେତାବନୀ ଦିଆଯାଇଛି। ତେବେ ନ୍ୟୁଜିଲାଣ୍ଡର ଜାତୀୟ ଜରୁରୀକାଳିନ ପରିଚାଳନା ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି ଯେ ଏହି ଭୂକମ୍ପରେ ନ୍ୟୁଜିଲାଣ୍ଡ୍ ପାଇଁ ସୁନାମୀ ବିପଦ ନାହିଁ। ନୂଅାଦିଲ୍ଳୀ: ନ୍ୟୁଜିଲାଣ୍ଡ୍ର କରମାଡେକ୍ ଦ୍ୱୀପପୁଞ୍ଜରେ ଗୁରୁବାର ରିକ୍ଟର ସ୍କେଲ୍ରେ ୭.୧ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଆମେରିକାର ଭୂତତ୍ତ୍ବ ସର୍ଭେ ସଂସ୍ଥା ଅନୁଯାୟୀ, ଏହି ଭୂକମ୍ପ ୧୦ କିଲୋମିଟର ଗଭୀରରେ ସଂଘଠିତ ହୋଇଛି । ଏହି ଭୂକମ୍ପ ପରେ ସୁନାମୀ ପାଇଁ ଚେତାବନୀ ଦିଆଯାଇଛି। ତେବେ ନ୍ୟୁଜିଲାଣ୍ଡର ଜାତୀୟ ଜରୁରୀକାଳିନ ପରିଚାଳନା ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି ଯେ ଏହି ଭୂକମ୍ପରେ ନ୍ୟୁଜିଲାଣ୍ଡ୍ ପାଇଁ ସୁନାମୀ ବିପଦ ନାହିଁ।






More Stories
ଆଫଗାନିସ୍ତାନରେ ବୋମା ମାଡ଼ କଲା ପାକ୍……
ମମତା ଙ୍କ ଘରେ ସିଆଇଡ଼ି ଚଢ଼ାଉ…..
ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ କଳଙ୍କ ନୁହେଁ…..