Report Card Odisha

| Daily Odia News

ଇସ୍ତଫା ଦେଲେ ନୀତିଶ କୁମାର…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବିହାର ରାଜନୀତିରେ ହେବ ବଡଧରଣର ପରିବର୍ତ୍ତନ ହୋଇଛି | ଆଜି ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଇସ୍ତଫା ଦେଇଛନ୍ତି | ବିଜେପି ସମର୍ଥନରେ ସରକାର ଗଢିପାରନ୍ତି | ରବିବାର ସତ୍ତ୍ବେ ଆଜି ବିହାର ସଚିବାଳୟରେ ଛୁଟି ରଦ୍ଦ କରାଯାଇଛି। ସେପଟେ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଆରଜେଡି ଏବଂ କଂଗ୍ରେସର ମାନସ ମନ୍ଥନ ଚାଲିଛି। ଶନିବାର ଚିରାଗ ପାଶୱାନ୍ ନୂଆଦିଲ୍ଲୀ ଯାଇ ବିଜେପିର ତୁଙ୍ଗ ନେତାଙ୍କୁ ଭେଟିଥିଲେ । କେନ୍ଦ୍ରଅ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ବାସଭବନ ଯାଇ ତାଙ୍କୁ ସାକ୍ଷାତ କରିଥିଲେ । ଏହି ସମୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସେଠାରେ ଉପସ୍ଥିତ ରହିଥିଲେ।

Breaking News