Report Card Odisha

| Daily Odia News

କେହି କଲେନି ନାମାଙ୍କନ ପ୍ରତ୍ୟାହାର…..

ରିପୋର୍ଟ କାର୍ଡ/ ଭୁବନେଶ୍ୱର

ରାଜ୍ୟସଭା ରେସ୍‌ରେ ରହିଲେ ୫ ପ୍ରାର୍ଥୀ । ୪ ଆସନ ପାଇଁ ରହିଲେ ୫ ପ୍ରାର୍ଥୀ । ରାଜ୍ୟସଭା ନିର୍ବାଚନ ନାମାଙ୍କନ ପ୍ରତ୍ୟାହାର ସମୟସୀମା ଶେଷ ହୋଇଛି । କୌଣସି ପ୍ରାର୍ଥୀ କଲେନି ନାମାଙ୍କନ ପ୍ରତ୍ୟାହାର । ଫଳରେ ଏବେ ରାଜ୍ୟସଭା ରେସ୍‌ରେ ମୋଟ୍ ୫ ପ୍ରାର୍ଥୀ ରହିଲେ ।​​​​​​​ସୋମବାର ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ଥିବାବେଳେ କୌଣସି ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିନାହାନ୍ତି । ଚତୁର୍ଥ ଆସନ ପାଇଁ ଭୋଟ୍ ସଂଗ୍ରହ କରିବାରେ ଲାଗିଛନ୍ତି ସ୍ବାଧିନ ପ୍ରାର୍ଥୀ ଦିଲ୍ଲୀପ ରାୟ ଏବଂ ଡାକ୍ତର ଦତ୍ତେଶ୍ବର ହୋତା ।

Breaking News