ରିପୋର୍ଟ କାର୍ଡ / ଭୁବନେଶ୍ୱର
ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା। ସମ୍ବଲପୁରରେ ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ। ଧାର୍ଯ୍ୟ ଶୁଭଲଗ୍ନ ଅନୁସାରେ ଲାଗି ହେଲା ନବାନ୍ନ। ଆଧୁନିକତାର ଦ୍ରୁତ ପ୍ରବାହ ଓ ଡିଜିଟାଲ୍ ବିପ୍ଳବ ଭିତରେ ଅନେକ ପାରମ୍ପରିକ ପର୍ବପର୍ବାଣି ଆଜି କ୍ୟାଲେଣ୍ଡର୍ର ତାରିଖରେ ସୀମିତ ରହିଯାଉଥିବା ବେଳେ ‘ନୂଆଁଖାଇ’ ଆଜି ନିଜ ମାଟି, ଭାଷା ଓ ପରିଚୟ ସହ ଯୋଡ଼ି ହୋଇ ରହିବାର ସଶକ୍ତ ମାଧ୍ୟମ ପାଲଟିଛି। କୃଷି ପାଇଁ କୃତଜ୍ଞତା, ଅନ୍ନକୁ ‘ବ୍ରହ୍ମ’ର ସମ୍ମାନ ହିଁ ‘ନୂଆଁଖାଇ’ର ବାର୍ତ୍ତା।






More Stories
ଫେରିବ ମୌସୁମି…..
ସରକାରୀ ଖର୍ଚ୍ଚର ହିସାବ ଦେଉନାହାନ୍ତି ବିଭାଗ…..
୧୪ ରୁ ପୁଣି ଭିଜିବ ଓଡ଼ିଶା…..