Report Card Odisha

| Daily Odia News

ହଷ୍ଟେଲରୁ ନର୍ସଙ୍କ ଝୁଲନ୍ତା ମୃତଦେହ ଉଦ୍ଧା….

ରିପୋର୍ଟ କାର୍ଡ / କଟକ

କଟକରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି । ଯୋବ୍ରାର ଏକ ଘରୋଇ ହଷ୍ଟେଲ ବାଥ୍‌ରୁମ୍‌ରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଖବର ପାଇ ମାଲଗୋଦାମ ପୋଲିସ ପହଞ୍ଚି ଯୋବ୍ରାର ଏକ ଘରୋଇ ହଷ୍ଟେଲରୁ ମୃତଦେହ ଉଦ୍ଧାର କରିଛି । ମୃତ ଯୁବତୀ ବାଲେଶ୍ୱରର ହୋଇଥିବା ବେଳେ ସେ ଏକ ଘରୋଇ ହସ୍ପିଟାଲରେ ନର୍ସ ଭାବେ କାମ କରୁଥିଲେ । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

Breaking News