Report Card Odisha

| Daily Odia News

IT ଟାୱାର ପରିଦର୍ଶନ କଲେ ୫-ଟି ସଚିବ ଭି.କେ ପାଣ୍ଡିଆନ୍……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି IT ଟାୱାର ପରିଦର୍ଶନ କଲେ ୫-ଟି ସଚିବ ଭି.କେ ପାଣ୍ଡିଆନ୍ । ସତ୍ୟନଗର ଏବଂ ଓ ହବ୍‌ରେ ବିଏମ୍ସିର ନୂତନ ବିଲ୍ଡିଂ ପରିଦର୍ଶନ କରି ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ୫-ଟି ସଚିବ । ଭୁବନେଶ୍ୱରରେ MNC ଦ୍ୱାରା ଏତେ ବଡ ବିକାଶ କେନ୍ଦ୍ର ଖୋଲାଯିବ । ଯେଉଁଥିରେ ଯୁବକମାନଙ୍କ ଲାଗି ବଡ ଚାକିରି ସୁଯୋଗ ସୃଷ୍ଟି ହେବ ବୋଲି କୁହାଯାଉଛି । ଉଭୟ MNC ପ୍ରଥମ ଥର ପାଇଁ ଓଡିଶାରେ ପାଦ ରଖିଛନ୍ତି । ଉଭୟ କେନ୍ଦ୍ର ୨୦୨୨ ଅକ୍ଟୋବର ମଧ୍ୟ ଭାଗ ସୁଦ୍ଧା କାର୍ଯ୍ୟକ୍ଷମ ହେବାକୁ ଲକ୍ଷ୍ୟ ରଖାଯାଇଛି । ଯେଉଁଥିରେ ମିଟିଂ, କ୍ୟାଣ୍ଟିନ୍ ଏବଂ ପାର୍କିଂ ନିର୍ମାଣ ଉପରେ ଗୁରୁତ୍ବ ଦିଆଯାଇଛି

Breaking News