Report Card Odisha

| Daily Odia News

ଗୃହ ୧୧ ଟା ୪୧ ପର୍ଯ୍ୟନ୍ତ ମୁଲତବୀ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ସପ୍ତଦଶ ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି | ଗୃହ ଆରମ୍ଭରୁ ବାଚସ୍ପତି ଶୋକ ପ୍ରସ୍ତାବ ଆଗତ କରିଥିଲେ | ଏହା ପରେ ଉଭୟ ବିରୋଧୀ ବିଜେଡି ଓ କଂଗ୍ରେସ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ | ବାଚସ୍ପତି ଗୃହକୁ ୧୧ ଟା ୪୧ ପର୍ଯ୍ୟନ୍ତ ମୁଲତବୀ ଘୋଷଣକରିଛନ୍ତି |

Breaking News