ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଧାନସଭାର ଦ୍ଵିତୀୟ ଦିନ ପ୍ରଶ୍ନ କାଳରେ ଗୃହରେ ବିରୋଧହୀଙ୍କ ହଟ୍ଟଗୋଳ | ଏହାକୁ ଦେଖି ବାଚସ୍ପତି ୧୧ଟା ୩୦ ଯାଏଁ ବିଧାନସଭା ମୁଲତବୀ ଘୋଷଣା କରିଛନ୍ତି | ବିଜେବି କଲେଜେ ଛାତ୍ରୀ ରୁଚିକା ଆତ୍ମହତ୍ୟା ପ୍ରସଙ୍ଗ ଉଠାଇ ଉଭୟ ବିଜେପି ,କଂଗ୍ରେସ ସଦସ୍ୟ ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଛନ୍ତି |
More Stories
ବାୟୁସେନା ବିମାନ କ୍ରାସ…..
ମିଥ୍ୟା ତଥ୍ୟ ଦେଲେ ମିଳିବ ଦଣ୍ଡ….
ଚନ୍ଦ୍ରିକା ହେମ୍ବ୍ରମ୍ ମୃତ୍ୟୁ ଘଟଣାରେ ପୁରୁଷବନ୍ଧୁ ଗିରଫ…..