Report Card Odisha

| Daily Odia News

୪ ଟା ଯାଏଁ ବିଧାନସଭା ମୁଲତବୀ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ବିଧାନସଭାରେ ଚାଲି ପାରିଲାନି ପ୍ରଶ୍ନକାଳ | କଂଗ୍ରେସ ସାଂସଦ ଅଧୀରରଂଜନ ଚୌଧୁରୀ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତ୍ନୀବୋଲି କହିଥିବାରୁ ଆଜି ବିଜେପି ସଦସ୍ୟମାନେ ଏହାକୁ ବିରୋଧ କରିଥିଲେ।  ସାଂସଦ ଚୌଧରୀଙ୍କ ମନ୍ତବ୍ୟକୁ ବିରୋଧକରି ବିଜେପି ବିଧାୟକ ଗୃହ ମଧ୍ୟ ଭାଗକୁ ଆସି ହଂଗାମା କରିଥିଲେ | ଏହାକୁ ଦୃଷ୍ଟିରେ ରଖି ବାଚସ୍ପତି ଗୃହକୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି | କଂଗ୍ରେସହ ଅଧକ୍ଷ ସୋନିଆ ଗାନ୍ଧୀ,ରାହୁଲ ଗାନ୍ଧୀ କ୍ଷମା ମାଗିବା ସହିତ ଅଧୀର ଙ୍କୁ ଗୃହରୁ ନିଲମ୍ବନ କରିବାକୁ ଦାବି କରି ବିଜେପି ପ୍ରତିବାଦ କରୁଛି |

 

Breaking News