ରିପୋର୍ଟ କାର୍ଡ / ଭୁବନେଶ୍ଵର
ଆଜି ଧାନସଭା ଅଧିବେଶନର ୪ର୍ଥ କାର୍ଯ୍ୟଦିବସରେ ଶ୍ରୀମନ୍ଦିର ପରିକ୍ରମା ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରିଥିଲେ ବିରୋଧୀ | ବିକାଶ ନାଁରେ ମନ୍ଦିର ପ୍ରତି ବିପଦ ସୃଷ୍ଟି ହେଲେ ସରକାର ଦାୟୀ ରହିବେ ବୋଲି କହିଥିଲେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ । ବିଧାନସଭାରେ ଏହି ପ୍ରଶ୍ନର ଉତ୍ତର ରଖିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । କହିଛନ୍ତି କି ଶ୍ରୀମନ୍ଦିର ପ୍ରତି ଯେଉଁ ବିପଦ ଆଶଙ୍କା କରାଯାଉଛି ସେମିତି କିଛି ବିପଦ ନାହିଁ । ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଚାଲିଛି । ମନ୍ଦିରକୁ ନେଇ କୌଣସି ବିପଦ ନାହିଁ । ମର୍ଚ୍ଚ ୩୧ ତାରିଖରେ ବିଧାନସଭାର ଯେଉଁ ବିଭିନ୍ନ କମିଟି ଗଠନ ହେବ ସେହି ସମୟରେ ଶ୍ରୀ ମନ୍ଦିର ବିବାଦ ନେଇ ଏକ କିମିଟି ଗଠନ କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି । ୨୭ ଫେବ୍ରୁଆରୀ ୨୦୨୧ରେ ସର୍ବ ସମ୍ମତି କ୍ରମେ ସଂକଳ୍ପ ପ୍ରସ୍ତାଵ ପାରିତ ହୋଇଥିଲା । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଗୃହରେ ଉତ୍ତର ରଖିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ । ପ୍ରକଳ୍ପ କାର୍ଯ୍ୟ ଚାଲିଛି , ମନ୍ଦିର କୌଣସି ବିପଦ ନାହିଁ । ମାର୍ଚ୍ଚ ୩୧ ତାରିଖରେ ବିଧାନସଭାର ଯେଉଁ ବିଭିନ୍ନ କମିଟି ଗଠନ ହେବ ସେହି ସମୟରେ ଶ୍ରୀ ମନ୍ଦିର ବିବାଦ ନେଇ ଏକ କିମିଟି ଗଠନ କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି ।
More Stories
ଆଦାନୀ ଓଡ଼ିଶା ସରକାରଙ୍କୁ ଲାଞ୍ଚ ଦେଇଥିବା ଅଭିଯୋଗ….
ବିସ୍ଫୋରଣ ହେଲା ଆଇସଲ୍ୟାଣ୍ଡ ଆଗ୍ନେୟଗିରି….
ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ…..