Report Card Odisha

| Daily Odia News

ଅପରାହ୍ନ ୪ଟାରେ ଓଡିଶା-ଛତିଶଗଡ ବୈଠକ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଛତିଶଗଡରେ ପ୍ରବଳ ବର୍ଷା ହୋଇ ଥିବା ବେଳେ ଓଡ଼ିଶରେ ମଧ୍ୟ ପ୍ରବଳ ବର୍ଷା ହୋଇଛି | ଏହା ଦ୍ୱାରା ଉପରମୁଣ୍ଡରେ ବର୍ଷା ଅଧିକ ହେବାରୁ ମହାନଦୀର ଜଳସ୍ତର ବୃଦ୍ଧି ପାଇଛି | ଏହା ଫଳରେ ଓଡ଼ିଶାରେ ବନ୍ୟା ଦେଖା ଦେଇଛି | ଏନେଇ ଆଜି ଅପରାହ୍ନ ୪ଟାରେ ଭିଡିଓ କନଫରେନ୍ସ ମାଧ୍ୟମରେ ଓଡିଶା-ଛତିଶଗଡ ମଧ୍ୟରେ ହେବ ଆଲୋଚନା । ୨ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ମଧ୍ୟରେ ବସିବ ବୈଠକ । ଜଳ ପରିଚାଳନା ନେଇ ହେବ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ।

 

 

 

Breaking News