ରିପୋର୍ଟ କାର୍ଡ / ଭୁବନେଶ୍ୱର
ଉପବାଚସ୍ପତି ପଦରୁ ଇସ୍ତଫା ଦେଲେ ରଜନୀକାନ୍ତ ସିଂହ | ଆଜି ବାଚସ୍ପତିଙ୍କୁ ଭେଟି ରଜନୀକାନ୍ତ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି | ପୂର୍ବରୁ ରଜନୀକାନ୍ତ ଇସ୍ତଫା ଦେବା ନେଇ ଚର୍ଚ୍ଚା ହେଉଥିଲା | ଇସ୍ତଫା ଦେବା ପରେ ଗଣମାଧ୍ୟମକୁ ଶ୍ରୀ ସିଂହ କହିଛନ୍ତିକି ଉପବାଚସ୍ପତି ଏକ ସାମ୍ବିଧାନିକ ପଦ | ତେଣୁ ସାମ୍ବିଧାନିକ ପଦବୀରେ ଥିବାରୁ ଦଳୀୟ ସଂଗଠନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରୁନଥିଲି | ନିର୍ବାଚନ କୁ ଆଖି ଆଗରେରଖି ଦଳୀୟ ସଙ୍ଗଠନକୁ ସଦୃଢ଼ କରିବା ପାଇଁ ଇସ୍ତଫା ଦେଇଛନ୍ତି | ବହୁ ଦିନର ନିଷ୍ପତି ଥିଲା |






More Stories
୨୦୧ କନ୍ୟାଦାନକଲେ ମୁଖ୍ୟମନ୍ତ୍ରୀ, ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇ କହିଲେ…..
ମା’ ବିରଜାଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି…..
ଶୁଭାରମ୍ଭ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା…..