Report Card Odisha

| Daily Odia News

ସୁନୀଲ ବଂଶଲଙ୍କୁ ଅବସର ଅନୁମତି……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ପୋଲିସ ଡିଜି ସୁନୀଲ ବଂଶଲଙ୍କୁ ଅବସର ପାଇଁ ଅନୁମତି ମିଳିଛି | ଆଜି ରାଜ୍ୟ ସରକାର ବଂଶଲଙ୍କୁ ଅନୁମତି ପ୍ରଦାନ କରିଥିବା ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତିରେ ପ୍ରକାଶ ପାଇଛି |
ଡିସେମ୍ବର ୩୧ ତାରିଖରେ ବଂଶଲଙ୍କର କାର୍ଯ୍ୟକାଳ ଶେଷ ହେଉଛି |  ପରବର୍ତ୍ତୀ ନୂଆ ଡିଜିପି ପାଇଁ ୫ ଜଣଙ୍କ ନାମ ସୁପାରିଶ ହୋଇଥିବା ଜଣାପଡିଛି |

 

 

Breaking News