ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଓମିକ୍ରନ ସଂକ୍ରମଣ ଦିନକୁ ଦିନ ଦୃତ ଗତିରେ ବଢ଼ିବାରେ ଲାଗିଛି । ଓମିକ୍ରନ ସଂକ୍ରମଣକୁ ନେଇ ବିଶେଷଜ୍ଞ ମାନେ ପ୍ରତିକ୍ରିୟା ରଖିଛନ୍ତି । ବିଶେଷଜ୍ଞ ମାନେ କହିଛନ୍ତି କି, ଓମିକ୍ରନକୁ ଅବହେଳା କରନ୍ତୁନାହିଁ । ଏହା ଡେଲ୍ଟାଠୁ କମ୍ କ୍ଷତିକାରକ ହେଲେ ଏହା ଟିକାକରଣର ପ୍ରତିରୋଧକ ଶକ୍ତିକୁ ଅତିକ୍ରମ କରି ସଂକ୍ରମିତ କରୁଛି । ସୁସ୍ଥ ହୋଇଥିବା ରୋଗୀଙ୍କୁ ଏହା ପୁଣି ସଂକ୍ରମିତ କରିପାରେ । ଏହି ବପଦ କରୋନା ଠାରୁ ୨ରୁ ୩ଗୁଣା ଅଧିକ ହୋଇପାରେ । ଓମିକ୍ରନକୁ ନେଇ ଏମସର ମେଡିସିନ ବିଭାଗର ଡାକ୍ତର ଅରବିନ୍ଦ କୁମାର ମଧ୍ୟ ମତ ରଖିଛନ୍ତି । ନୂଆଦିଲ୍ଲୀ: ସାରା ବିଶ୍ୱକୁ ଡରାଉଛି ଓମିକ୍ରନ ଭୂତାଣୁ । ଓମିକ୍ରନ ସଂକ୍ରମଣ ଦିନକୁ ଦିନ ଦୃତ ଗତିରେ ବଢ଼ିବାରେ ଲାଗିଛି । ଓମିକ୍ରନ ସଂକ୍ରମଣକୁ ନେଇ ବିଶେଷଜ୍ଞ ମାନେ ପ୍ରତିକ୍ରିୟା ରଖିଛନ୍ତି । ବିଶେଷଜ୍ଞ ମାନେ କହିଛନ୍ତି କି, ଓମିକ୍ରନକୁ ଅବହେଳା କରନ୍ତୁନାହିଁ । ଏହା ଡେଲ୍ଟାଠୁ କମ୍ କ୍ଷତିକାରକ ହେଲେ ଏହା ଟିକାକରଣର ପ୍ରତିରୋଧକ ଶକ୍ତିକୁ ଅତିକ୍ରମ କରି ସଂକ୍ରମିତ କରୁଛି । ସୁସ୍ଥ ହୋଇଥିବା ରୋଗୀଙ୍କୁ ଏହା ପୁଣି ସଂକ୍ରମିତ କରିପାରେ । ଏହି ବପଦ କରୋନା ଠାରୁ ୨ରୁ ୩ଗୁଣା ଅଧିକ ହୋଇପାରେ । ଓମିକ୍ରନକୁ ନେଇ ଏମସର ମେଡିସିନ ବିଭାଗର ଡାକ୍ତର ଅରବିନ୍ଦ କୁମାର ମଧ୍ୟ ମତ ରଖିଛନ୍ତି ।
More Stories
୨୬ ରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ…..
ଓଡିଶାରେ ଜେଏନ.୧ ଆକ୍ରାନ୍ତ ଚିହ୍ନଟ….
ରାଜ୍ୟରେ ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ…..