ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି OYOର ପ୍ରତିଷ୍ଠାତା | ଓଡ଼ିଶାରେ ଜନ୍ମିତ ତଥା ହୋଟେଲ ଚେନ୍ OYOର ପ୍ରତିଷ୍ଠାତା ରିତେଶ ଅଗ୍ରୱାଲ ବାହା ହେବାକୁ ଯାଉଛନ୍ତି। ଏଥିପାଇଁ ସେ ତାଙ୍କ ମା’ ଓ ଭାବୀ ପତ୍ନୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀଙ୍କୁ ବାହାଘରକୁ ନିମନ୍ତ୍ରଣ କରିଛନ୍ତି। ୨୯ ବର୍ଷୀୟ ଏହି ଯୁବ ଉଦ୍ୟୋଗୀ ଜଣଙ୍କ ଚଳିତ ବର୍ଷ ମାର୍ଚ୍ଚ ମାସରେ ବାହା ହେବେ। ରିତେଶ ତାଙ୍କ ଇନଷ୍ଟାଗ୍ରାମରେ ମୋଦିଙ୍କ ସହ ଭେଟଘାଟ ବେଳର ଫଟୋ ଶେୟାର କରିଛନ୍ତି। ଏ






More Stories
ପ୍ରତି ଆମେରିକୀୟଙ୍କୁ ମିଳିବ ୪.୭୬ ଲକ୍ଷ ଟଙ୍କା!…..
ରାହୁଲ ଗାନ୍ଧୀ ଭିିଭିଆଇପି ନୁହନ୍ତି, ଆମ ସାମନାରେ ସବୁ ମାମଲା ସମାନ……
ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି……