ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
‘ପାକିସ୍ତାନ ପିପୁଲ୍ସ୍ ପାର୍ଟି’ର ନେତ୍ରୀ ଶାଜିୟା ମରି ଭାରତକୁ ଆଣବିକ ଯୁଦ୍ଧ ଧମକ ଦେଇଛି | ଏକଥା ‘ବୋଲ୍ ନିଉଜ୍’ରୁ ଉଦ୍ଧୃତ କରି ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍ଆଇ’ ରିପୋର୍ଟ କରିଛି। ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱାଲ୍ ଭୁଟ୍ଟୋଙ୍କ ପ୍ରତି ସମର୍ଥନ ଜଣାଇ ଏକ ସାମ୍ବାଦିକ ସମ୍ମିଳନୀରେ ମରି ସାମ୍ବାଦିକମାନଙ୍କୁ କହିଛନ୍ତି, ପାକିସ୍ତାନର ପରମାଣୁ ବୋମା ଥିବା କଥା ଭାରତ ଭୁଲିଯିବା ଅନୁଚିତ। ଆମର ଆଣବିକ ପ୍ରତିପତ୍ତି ଚୁପ୍ ରହିବା ନିମିତ୍ତ ନୁହେଁ। ଯଦି ପ୍ରୟୋଜନ ହୁଏ, ଆମେ ପଛଘୁଞ୍ଚା ଦେବୁନାହିଁ।






More Stories
ଆଶାଙ୍କ ପରଲୋକର:ଭାବପ୍ରବଣ ହୋଇପଡ଼ିଲେ ମୋଦି…..
ଲୋକସଭା-ରାଜ୍ୟସଭା ସଦସ୍ୟଙ୍କୁ ହ୍ୱିପ୍ ଜାରି…..
ଆଶା ଭୋସ୍ଲେଙ୍କ ପରଲୋକ…..