ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡ଼ିଛନ୍ତି ବରିଷ୍ଠ ନେତା ରାଜ କୁମାର ଛାବେୱାଲ । ସେ ଦଳରୁ ଇସ୍ତଫା ଦେବା ପରେ ପଞ୍ଜାବରେ କ୍ଷମତାସୀନ ଆପ୍ରେ ଯୋଗ ଦେଇଛନ୍ତି। ରାଜ କୁମାର ଏବେ ପଞ୍ଜାବ ବିଧାନସଭାର ସଦସ୍ୟ ରହିଥିଲେ। ତାଙ୍କୁ କଂଗ୍ରେସ ପକ୍ଷରୁ ବିଧାନସଭାର ବିରୋଧୀ ଦଳ ଉପନେତା କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ଉପସ୍ଥିତିରେ ସେ ଆପ୍ରେ ସାମିଲ ହୋଇଛନ୍ତି |






More Stories
ଆସିୟା ଙ୍କୁ ଆଜୀବନ କାରାଦଣ୍ଡାଦେଶ…..
ଲାଲୁଙ୍କ ପିଟିସନ ଖାରଜ…..
ଏଲପିଜି ବୁକିଂ ନିୟମରେ ହୋଇନି ପରିବର୍ତ୍ତନ……