Report Card Odisha

| Daily Odia News

ପୁଣି ବଢ଼ିଲା ତୈଳ ଦର, ୨୮ରୁ ଅଧିକ ପଇସା ବୃଦ୍ଧି……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

୭ମ ଦିନରେ ଷଷ୍ଠ ଥର ପାଇଁ ଦେଶରେ ପୁଣି ତୈଳ ଦର ବୃଦ୍ଧି ପାଇଛି | ଇନ୍ଧନ ପେଟ୍ରୋଲ-ଡିଜେଲର ମୂଲ୍ୟ ୬ ଗୁଣ ବୃଦ୍ଧି ହୋଇଥିବା ବେଖିବାକୁ ମିଳିଛି । ର।ଷ୍ଟ୍ର।ୟତ୍ତ ତୈଳ କମ୍ପ।ନୀଗୁଡିକ ଦ୍ୱ।ର। କ୍ରମ।ଗତ ଭ।ବେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କର।ଯ।ଉଥିବ। ଦେଖିବ।କୁ ମିଳୁଛି । ଯ।ହ। ଦ୍ବ।ର। ସ।ଧ।ରଣ ଲୋକ ନ।ହିଁ ନଥିବ।ର ହଇର।ଣ ହେଉଛନ୍ତି । ଦେଶର ବିଭିନ୍ନ ସ୍ଥ।ନରେ ତୈଳଦର ଶହେ ଟପିଥିବ। ବେଳେ କେତେକ ସ୍ଥ।ନରେ ମଧ୍ୟ ୧୧୩ଟଙ୍କ। ଟପି ସ।ରିଲ।ଣି ପେଟ୍ରେ।ଲ ଦର । ଆଜି ପୁଣି ପେଟ୍ରେ।ଲ ଓ ଡିଜେଲ ଲିଟର ପ୍ରତି ୨୮ରୁ ଅଧିକ ପଇସା ବୃଦ୍ଧି କରାଯାଇଛି । ଗତକାଲି ମଧ୍ୟ ୫୦ ପଇସ।ରୁ ୫୭ ପଇସ। ଯ।ଏ ବୃଦ୍ଧି କର।ଯ।ଇଛି । କିନ୍ତୁ ଆଜି ନୂଆଦିଲ୍ଲୀରେ ପେଟ୍ରୋଲ ଲିଟର ପିଛି ୩୦ ପଇସା ବୃଦ୍ଧି ହୋଇଛି । ଗତକାଲି ନୂଆ ଦିଲ୍ଲୀରେ ପେଟ୍ରେ।ଲ ଦର ୯୯ଟଙ୍କ। ୧୧ପଇସ। ଥିବ। ବେଳେଆଜି ଏହା ବଢ଼ି ୯୯ଟଙ୍କା ୪୧ ପଇସା ହୋଇଛି । ସେହପରି ଡିଜେଲ ଦାମ୍‌ ମଧ୍ୟ ବଢ଼ୁଛି । ଭୁବନେଶ୍ୱରେ ଗତକାଲି ପେଟ୍ରେ।ଲ ୧୦୫.୭୨ ଥିବା ବେଳେ ଆଜି ୨୫ ପଇସା ବୃଦ୍ଧି ହୋଇ ୧୦୫.୯୭ ରହିଛି | ଡିଜେଲ ମଧ୍ୟ ଗତକାଲି ୯୫.୫୮ ପଇସା ଥିବା ବେଳେ ଆଜି ୩୦ ପଇସା ବଢିଛି | ଏହାକୁ ନେଇ ଖାଉଟି ହନ୍ତସନ୍ତ ହେବ ସହ ଅସଂତୁଷ ପ୍ରକାଶ ପାଉଛି |

 

Breaking News