ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ରାତି ୮ଟାରେ କୋଭିଡ୍ ପରିସ୍ଥିତି ନେଇ ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ | ଏହି ବୈଠକରେ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ଓ ମନ୍ତ୍ରୀ ଉପସ୍ଥିତ ରହିବେ | ଟିକାକରଣ ନେଇ କରିପାରନ୍ତି ସମୀକ୍ଷା |
ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି | ଅନେକ ରାଜ୍ୟରେ ଟୀକା ଅଭାବ ବେଖା ଦେଇଛି | କେଉଁଠି ମେଡ଼ିକାଳରେ ବେଡ଼ ଅଭାବଥିବା ବେଳେ, ଆଉ କେଉଁଠି ଭେଣ୍ଟିଲେଟର ନଥିବାନେଇ ସ୍ଥିତି ଦେଖାଦେଇଛି | ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ଡ଼ାକିଥିବା ବୈଠକରେ କଣ ହେବ ସମୀକ୍ଷା ତାହାଉପରେ ନଜର |





More Stories
ନୀତୀଶଙ୍କୁ ବିରୋଧ କଲେଣି ପରିବାର,ମୋଦିଙ୍କ ପୋଷ୍ଟରରେ ଲଗାଇଲେ କାଳି……
ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ…..
ସିଭିଲ ସର୍ଭିସ୍ ରେଜଲ୍ଟ…..