Report Card Odisha

| Daily Odia News

ଋଷି ଙ୍କୁ ମୋଦୀଙ୍କ ଅଭିନନ୍ଦନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସନକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସନକଙ୍କୁ ମୋଦୀ ଅଭିନନ୍ଦନ ଜଣାଇବା ସହିତ ଆଗାମୀ ଦିନରେ ବୈଶ୍ବିକ ସମସ୍ୟା ଓ ୨୦୩୦ ରୋଡ ମ୍ୟାପ୍‌କୁ କାର୍ଯ୍ୟକାରୀ ଲାଗି ସନକଙ୍କ ସହିତ ମିଳିତ ଭାବେ କାର୍ଯ୍ୟ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।

Breaking News