Report Card Odisha

| Daily Odia News

ଡିସେମ୍ବରରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଡିସେମ୍ବର ମାସରେ ଓଡିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ | ପଶ୍ଚିମ ଓଡିଶାର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସି ପାରନ୍ତି। ଡିସେମ୍ବର ୨୪ ତାରିଖରେ ମୋଦି ଓଡ଼ିଶା ଆସିବେ ବୋଲି  ମଙ୍ଗଳବାର ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ପକ୍ଷରୁ ସୂଚନା ମିଳିଛି। ଅନ୍ୟ କେନ୍ଦ୍ରୀୟ ନେତୃତ୍ୱ ମଧ୍ୟ ଜାନୁଆରୀ ମାସ ମଧ୍ୟରେ ଓଡିଶା ଆସି ପାରନ୍ତି। ଗୃହମନ୍ତ୍ରୀ ଅମିତ ଶାହା ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପୀ ନଡ୍ଡା ମଧ୍ୟ ଓଡିଶା ଆସିପାରନ୍ତି।

Breaking News